ପରିବିନ୍ଦନ Paribindana

  • ସଂ. ବି. (ପରି+ବିଦ୍ ଧାତୁ+ଅନ) — (+ଭାବ. ଅନ) ବଡ଼ ଭାଇର ବିବାହ ପୂର୍ବରୁ ସାନ ଭାଇର ବିବାହ — Marriage of the younger brother before that of the elder
  • ସଂ. ବି. (ପରି+ବିଦ୍ ଧାତୁ+ଅନ) — (+କର୍ତ୍ତୃ. ଅନ) ପରିବିଣ୍ଣ (ଦେଖ) — Paribiṇṇa (See)