ପରିବିନ୍ଦକ Paribindaka

  • ସଂ. ବି. ପୁଂ. (ପରି+ବିଦ୍ ଧାତୁ+କର୍ତ୍ତୃ. ଅକ) — ଯେଉଁ ବ୍ୟକ୍ତି ଆପଣାର ବଡ଼ ଭାଇ ବିବାହିତ ହେବା ପୂର୍ବରୁ ବିବାହ କରେ — A person who gets married before his elder brother