ପରିବିଣ୍ଣ Paribiṇṇa
- ସଂ. ବି. ପୁଂ. (ପରି=ପୂର୍ବରୁ+ବିଦ୍ ଧାତୁ+କର୍ମ. ତ) — ଯେଉଁ ଅବିବାହିତ ବ୍ୟକ୍ତିର ସାନ ଭାଇ ବିବାହିତ ହୋଇଥାଏ — An unmarried elder brother whose younger is married
- ସଂ. ବି. ପୁଂ. (ପରି=ପୂର୍ବରୁ+ବିଦ୍ ଧାତୁ+କର୍ମ. ତ) — (ଯଥା—ବିବାହିତ ସାନ ଭାଇକୁ ପରିବେତ୍ତା ବୋଲାଯାଏ।)