ପରିବର୍ଧନ Paribardhana

  • ସଂ. ବି. (ପରି+ବୃଧ୍ ଧାତୁ+ଭାବ. ଅନ) — ଅତ୍ୟନ୍ତ ବୃଦ୍ଧି — Great growth; increase
  • ସଂ. ବି. (ପରି+ବୃଧ୍ ଧାତୁ+ଭାବ. ଅନ) — ବଢ଼ିବା — Increasing
  • ସଂ. ବି. (ପରି+ବୃଧ୍ ଧାତୁ+ଭାବ. ଅନ) — ଗୋରୁ ଆଦି ଜୀବଙ୍କୁ ପାଳି ବଢ଼ାଇବା — Rearing of animals