ପରିବର୍ଧକ Paribardhaka

  • ସଂ. ବିଣ. (ପରି+ବୃଧ୍ ଧାତୁ+ବୃଦ୍ଧି ପାଇବା+କର୍ତ୍ତୃ. ଅକ) — ବୃଦ୍ଧିକାରକ; ଉତ୍କର୍ଷକ — Increasing; improving
  • ସଂ. ବି. — ଘୋଡ଼ା ସହିସ; ଅଶ୍ୱରକ୍ଷକ — Hostler; syce; groom. (M.W.)