ପରିବର୍ଦ୍ଧିତ Paribarddhita

  • ସଂ. ବିଣ.—[ପରି+ବୃଧ୍ ଧାତୁ (ଣିଜନ୍ତ)=ବର୍ଦ୍ଧି ଧାତୁ = ବୃଦ୍ଧି ପାଇବା=କର୍ମ. ତ] — ବୃଦ୍ଧି ପ୍ରାପ୍ତ — Increased
  • ସଂ. ବିଣ.—[ପରି+ବୃଧ୍ ଧାତୁ (ଣିଜନ୍ତ)=ବର୍ଦ୍ଧି ଧାତୁ = ବୃଦ୍ଧି ପାଇବା=କର୍ମ. ତ] — ବିସ୍ତାରିତ — Extended
  • ସଂ. ବିଣ.—[ପରି+ବୃଧ୍ ଧାତୁ (ଣିଜନ୍ତ)=ବର୍ଦ୍ଧି ଧାତୁ = ବୃଦ୍ଧି ପାଇବା=କର୍ମ. ତ] — ଲାଳିତ ପାଳିତ — Reared; brought up
  • ସଂ. ବିଣ.—[ପରି+ବୃଧ୍ ଧାତୁ (ଣିଜନ୍ତ)=ବର୍ଦ୍ଧି ଧାତୁ = ବୃଦ୍ଧି ପାଇବା=କର୍ମ. ତ] — (ଜଳାଶୟ) ଖୋଳା ଯାଇଥିବା — (tank) Excavated. (M.W.)