ପରିବର୍ତ୍ତ Paribartta

  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ବିନିମୟ; ପ୍ରତିବଦଳ — Exchange; barter
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଅବସ୍ଥାନ୍ତର; ଦଶାନ୍ତର — Another condition; change
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଯୁଗାନ୍ତ — The end of a j̄uga
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଯାହା ବଦଳରେ ଦିଆଯାଏ — A thing given in exchange
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଜଗତର ଅନ୍ତ — The end of the world. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଗ୍ରହର ସ୍ୱକକ୍ଷରେ ଘୂର୍ଣ୍ଣନ — Revolving; revolution of a planet. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ବର୍ଷ — A year. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଫେରାଇ ଦେବା; ଫେରସ୍ତ — Return. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଗୃହ — Abode. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ସ୍ଥାନ — Spot; place. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ପୁସ୍ତକର ପରିଚ୍ଛେଦ — Chapter; section of a book. (M.W.)
  • ସଂ. ବି—(ପରି+ବୃତ୍ ଧାତୁ=ବଦଳାଇବା ଇତ୍ୟାଦି+ ଭାବ. ଅ) — ଇତସ୍ତତଃ ଚଳନ — Moving to & fro. (M.W.)