ପରିବର୍ତ୍ତେ Paribartte

  • ଦେ. ଅ—(ଅନ୍ୟ ଶବ୍ଦ ପରେ ଲାଗେ; ଯଥା ରାମ ପରିବର୍ତ୍ତେ) — (ଅମୁକର) ବଦଳରେ — In exchange of
  • ଦେ. ଅ—(ଅନ୍ୟ ଶବ୍ଦ ପରେ ଲାଗେ; ଯଥା ରାମ ପରିବର୍ତ୍ତେ) — (ଅମୁକର) ସ୍ଥାନରେ — In the place of