ପରିବର୍ତ୍ତିନୀ Paribarttinī

  • ସଂ. ବିଣ. ସ୍ତ୍ରୀ. (ପରିବର୍ତ୍ତିନ୍+ସ୍ତ୍ରୀ. ଈ) — ପରିବର୍ତୀର ସ୍ତ୍ରୀ ଲିଙ୍ଗ — Feminine of Paribartī
  • ସଂ. ବି — ଭାଦ୍ର ଶୁକ୍ଳ ଏକାଦଶୀ; ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ — The 11 day of the bright fortnight of the month of Bhādra