ପରିବର୍ତୀ Paribartī

  • ସଂ. ବିଣ.—(ପରିବର୍ତ୍ତନ୍; ପରି+ବୃତ୍ ଧାତୁ=ଅବସ୍ଥାନ କରିବା+କର୍ତ୍ତୃ. ଇନ୍) — ପରିବର୍ତ୍ତନଶୀଳ — Changing
  • ସଂ. ବିଣ.—(ପରିବର୍ତ୍ତନ୍; ପରି+ବୃତ୍ ଧାତୁ=ଅବସ୍ଥାନ କରିବା+କର୍ତ୍ତୃ. ଇନ୍) — ଯେ ବଦଳାଏ — Exchanging