ପରିବର୍ତିକା Paribartikā

  • ସଂ. ବି — ଲିଙ୍ଗର ରୋଗବିଶେଷ; ଅଧିକ କୁଣ୍ଡାଇବା ବା ଆଘାତ ଲାଗିବାରୁ ଲିଙ୍ଗଚର୍ମ ଲେଉଟି ପଡ଼ି ଫୁଲିଯିବା ରୋଗ (ହି. ଶ.) — Swelling and turning of the foreskin due to excessive itching or stroke