ପରିବର୍ତନ Paribartana

  • ସଂ. ବି.—(ପରି+ବୃତ୍ ଧାତୁ+ଭାବ. ଅନ) — ପରିବର୍ତ—(ଦେଖ) — Paribarta. (See)
  • ସଂ. ବି.—(ପରି+ବୃତ୍ ଧାତୁ+ଭାବ. ଅନ) — ବାଳ କାଟିବା; ବାଳ କତୁରା — The cutting or clipping of the hair. (M.W.)
  • ସଂ. ବି.—(ପରି+ବୃତ୍ ଧାତୁ+ଭାବ. ଅନ) — ରକ୍ଷଣ — Protecting; defending