ପରିବର୍ଜନ Paribarjana

  • ସଂ. କ୍ରି—(ପରି=ସର୍ବତୋଭାବରେ+ବୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅନ) — ସର୍ବଥା ତ୍ୟାଗ — Complete forsaking; abandonment
  • ସଂ. କ୍ରି—(ପରି=ସର୍ବତୋଭାବରେ+ବୃଜ୍ ଧାତୁ=ତ୍ୟାଗ କରିବା+ଭାବ. ଅନ) — ହନନ; ବଧ — Killing; slaughter