ପରିବନ୍ଧ Paribandha
- ସଂ. ବି—(ପରି=ନାନା+ବନ୍ଧ=ବନ୍ଧନୀ) — ନାନାପ୍ରକାର — Various kinds
- ସଂ. ବି—(ପରି=ନାନା+ବନ୍ଧ=ବନ୍ଧନୀ) — ଚଲାଖୀ; ଛଳନା — Deceit
- ସଂ. ବିଣ. (ପରି+ବନ୍ଧ୍ ଧାତୁ=ଆଲିଙ୍ଗନ କରିବା+ଭାବ. ଅ) — ଛନ୍ଦାଛନ୍ଦି — Intertwined
- ସଂ. ବିଣ. (ପରି+ବନ୍ଧ୍ ଧାତୁ=ଆଲିଙ୍ଗନ କରିବା+ଭାବ. ଅ) — ଜାନକୁ ଜାନ ପରିବନ୍ଧ କୋପେ କରନ୍ତି ବୀରନାଦ । ଜଗନ୍ନାଥ—ଭାଗବତ।