ପରିବତ୍ସର Paribatsara
- ସଂ. ବି. (ଜ୍ୟୋତିଷ) — ଯେଉଁ ସମୟ ମଧ୍ୟରେ ବୃହସ୍ପତି ଦ୍ୱାଦଶରାଶି ଭୋଗ କରେ। ସୌର ଦ୍ୱାଦଶ ବତ୍ସର; ବାର୍ହସ୍ପତ୍ୟ ଏକ ବତ୍ସର — One year of the cycle of jupiter which is equal to 0 solar years
- ସଂ. ବି. (ଜ୍ୟୋତିଷ) — ସଂବତ୍ସର; ଏକବର୍ଷ — One year
- ସଂ. ବି. (ଜ୍ୟୋତିଷ) — (ଜ୍ୟୋତିଷ) ସଂବତ୍ସରବିଶେଷ; ପାଞ୍ଚବରଷ ମଧ୍ୟରୁ ଦ୍ୱିତୀୟ ବର୍ଷ — (astronomy) The second of a cycle of five years