ପରିପ୍ଳୁତ Paripḻuta
- ସଂ. ବିଣ. (ପରି+ପ୍ଳୁ ଧାତୁ=ଭାସିବା+କର୍ତ୍ତୃ. ତ) ପ୍ଳାବିତ; ମଗ୍ନ — Flooded; inundated
- ସଂ. ବିଣ. (ପରି+ପ୍ଳୁ ଧାତୁ=ଭାସିବା+କର୍ତ୍ତୃ. ତ) ଅଭିଷିକ୍ତ; ସ୍ନାତ — Bathed
- ସଂ. ବିଣ. (ପରି+ପ୍ଳୁ ଧାତୁ=ଭାସିବା+କର୍ତ୍ତୃ. ତ) ଆକୁଳିତ — Overwhelmed
- ସଂ. ବିଣ. (ପରି+ପ୍ଳୁ ଧାତୁ=ଭାସିବା+କର୍ତ୍ତୃ. ତ) ପାଣିରେ ବୁଡ଼ା ଯାଇଥିବା; ସିକ୍ତ — Immersed
- ସଂ. ବିଣ. (ପରି+ପ୍ଳୁ ଧାତୁ=ଭାସିବା+କର୍ତ୍ତୃ. ତ) କମ୍ପମାନ — Shaking; trembling
- ସଂ. ବିଣ. (ପରି+ପ୍ଳୁ ଧାତୁ=ଭାସିବା+କର୍ତ୍ତୃ. ତ) ଓଦା — Wet; moistened
- ସଂ. ବି — ଡିଆଁ; କୁଦା — A spring; jump. (M.W.)