ପରିପ୍ଳୁତା Paripḻutā
- ସଂ. ବି. ସ୍ତ୍ରୀ. (ପରିପ୍ଳୁତ+ସ୍ତ୍ରୀ. ଆ) — ମଦିରା; ମଦ — Wine; spirituous liquor
- ସଂ. ବି. ସ୍ତ୍ରୀ. (ପରିପ୍ଳୁତ+ସ୍ତ୍ରୀ. ଆ) — ମୈଥୁନ ବା ଋତୁସ୍ରାବ କାଳରେ ଯେଉଁ ଯୋନିରେ ପୀଡ଼ା ଜାତ ହୁଏ (ହି. ଶ.) — A female organ which becomes painful during coition or menses
- ସଂ. ବିଣ — ପିରିପ୍ଳୁତର ସ୍ତ୍ରୀଲିଙ୍ଗ — Feminine of Paripḻuta