ପରିପୂର୍ଣ୍ଣ Paripūrṇṇa
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ପୂର୍ଣ୍ଣ ହୋଇଥିବା — Filled up
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ଭର୍ପୂର୍ — Filled up to the brim; brimming with
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ପରିତୃପ୍ତ — Fully satisfied; quite content
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ସମ୍ପୂର୍ଣ୍ଣ — Completed; finished; whole; perfect
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ଧନାଦିରେ ପୂର୍ଣ୍ଣ — Filled up with riches
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ତାଙ୍କ ବରତନରୁ କାଟି ମନ୍ତ୍ରିଜନ, ଭଣ୍ଡାର କରୁ ନାହାନ୍ତି ତ ପରିପୂର୍ଣ୍ଣ। କୃଷ୍ଣସିଂହ, ମହାଭାରତ ସଭା।
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ସଫଳ; ସିଦ୍ଧ — Successful
- ସଂ. ବିଣ. (ପରି=ସମ୍ୟକ୍+ପୂର୍ ଧାତୁ=ପରିପୂର୍ଣ୍ଣ ହେବା+ କର୍ତ୍ତୃ. ତ) — ପରିବ୍ୟାପ୍ତ — Diffused; spread on all sides