ପରିପିଷ୍ଟ Paripishṭa

  • ସଂ. ବିଣ. (ପରି+ପିଷ୍ ଧାତୁ+କର୍ମ. ତ) — ଦଳିତ — Crushed
  • ସଂ. ବିଣ. (ପରି+ପିଷ୍ ଧାତୁ+କର୍ମ. ତ) — ଗୋଡ଼ରେ ମଳା ଚକଟା ହୋଇଥିବା; ପଦମର୍ଦ୍ଦିତ — Trampled down