ପରିପଣିତ Paripaṇita
- ସଂ. ବିଣ. (ପରି+ପଣ୍ ଧାତୁ=କ୍ରୟବିକ୍ରୟ କରିବା ଇତ୍ୟାଦି +କର୍ମ. ତ) — ବେପାରରେ ଲଗା ଯାଇଥିବା; ମୂଳଧନରୂପେ ଖଟା ଯାଇ ଥିବା — Invested in trade
- ସଂ. ବିଣ. (ପରି+ପଣ୍ ଧାତୁ=କ୍ରୟବିକ୍ରୟ କରିବା ଇତ୍ୟାଦି +କର୍ମ. ତ) — ନ୍ୟାସୀକୃତ — Deposited in trust
- ସଂ. ବିଣ. (ପରି+ପଣ୍ ଧାତୁ=କ୍ରୟବିକ୍ରୟ କରିବା ଇତ୍ୟାଦି +କର୍ମ. ତ) — ବାଜୀ ରୂପେ ରଖା ଯାଇଥିବା — Wagered (M.W.)
- ସଂ. ବିଣ. (ପରି+ପଣ୍ ଧାତୁ=କ୍ରୟବିକ୍ରୟ କରିବା ଇତ୍ୟାଦି +କର୍ମ. ତ) — ବନ୍ଧକ ରଖା ଯାଇ ଥିବା — Pledged. (M.W.)