ପରିନୈଷ୍ଠିକ Parinai̱shṭhika

  • ସଂ. ବିଣ. (ପରିନିଷ୍ଠା+ଇକ) — ସର୍ବଶ୍ରେଷ୍ଠ; ସର୍ବୋତ୍କୃଷ୍ଟ — Most excellent; perfect
  • ସଂ. ବିଣ. (ପରିନିଷ୍ଠା+ଇକ) — ସର୍ବୋଚ୍ଚ — Highest