ପରିଦେବୀ Paridebī

  • ସଂ. ବିଣ. ପୁଂ. (ପରି ଦେବିନ୍; ପରି+ଦେବି ଧାତୁ+କର୍ତ୍ତୃ. ଇନ୍) — ବିଳାପକାରୀ; ବିଳାପୀ — Lamenting; bewailing
  • ସଂ. ବିଣ. ପୁଂ. (ପରି ଦେବିନ୍; ପରି+ଦେବି ଧାତୁ+କର୍ତ୍ତୃ. ଇନ୍) — ଅନୁତାପୀ — Repentant