ପରିଦେବିତ Paridebita

  • ସଂ. ବିଣ. (ପରି+ଦେବି ଧାତୁ+କର୍ମ. ତ) — ଯାହାପାଇଁ ବିଳାପ କରାଯାଏ — Lamented; bewailed
  • ସଂ. ବି. (+ଭାବ. ତ) — ବିଳାପ — Bewailing; lamentation