ପରିଦେବକ Paridebaka

  • ସଂ. ବି. ପୁଂ. (ପରି+ଦେବି ଧାତୁ+କର୍ତ୍ତୃ. ଅକ) — ଯେ ବିଳାପ କରେ — One who wails or complaints
  • ସଂ. ବି. ପୁଂ. (ପରି+ଦେବି ଧାତୁ+କର୍ତ୍ତୃ. ଅକ) — ଯେ ଅନୁତାପ କରେ — One who repents