ପରିଦାହ Paridāha

  • ଦେ. ବି. (ପରି+ଦାହ) ଅତ୍ୟନ୍ତ ଦାହ ବା ଜ୍ୱଳନ — Much burning
  • ଦେ. ବି. (ପରି+ଦାହ) ମାନସିକ ପୀଡ଼ା; ସନ୍ତାପ — Grief; anguish