ପରିତ୍ୟକ୍ତ Parityakta

  • ସଂ. ବିଣ. (ପର+ତ୍ୟଜ୍ ଧାତୁ= ତ୍ୟାଗ କରିବା+କର୍ମ. ତ) ବର୍ଜିତ — Abandoned
  • ସଂ. ବିଣ. (ପର+ତ୍ୟଜ୍ ଧାତୁ= ତ୍ୟାଗ କରିବା+କର୍ମ. ତ) ଯାହାର ସଙ୍ଗ ତ୍ୟାଗ କରା ଯାଇଥାଏ — Shunned