ପରିତ୍ରାତା Paritrāta
- ସଂ. ବିଣ. ଓ ବି. ପୁଂ. (ପରି+ତ୍ରୈ ଧାତୁ=ରକ୍ଷା କରିବା+ କର୍ତ୍ତୃ. ତୃ; ପରିତ୍ରାତୃ; 1 ମା. 1 ବ) — ଉଦ୍ଧାରକର୍ତ୍ତା — Delivering; deliverer
- ସଂ. ବିଣ. ଓ ବି. ପୁଂ. (ପରି+ତ୍ରୈ ଧାତୁ=ରକ୍ଷା କରିବା+ କର୍ତ୍ତୃ. ତୃ; ପରିତ୍ରାତୃ; 1 ମା. 1 ବ) — ମୋକ୍ଷଦାତା — Saving; saviour
- ସଂ. ବିଣ. ଓ ବି. ପୁଂ. (ପରି+ତ୍ରୈ ଧାତୁ=ରକ୍ଷା କରିବା+ କର୍ତ୍ତୃ. ତୃ; ପରିତ୍ରାତୃ; 1 ମା. 1 ବ) — ରକ୍ଷକ — Protecting; protector; preserving preserver
- ସଂ. ବିଣ. ସ୍ତ୍ରୀ. (ପରିତ୍ରାତ+ଆ) — ପରିତ୍ରାତର ସ୍ତ୍ରୀଲିଙ୍ଗ — Feminine of Paritrāta