ପରିତ୍ରାଣ paritrāṇa
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ତ୍ରୈ ଧାତୁ=ଉଦ୍ଧାର କରିବା +କର୍ମ. ତ) — ମୁକ୍ତି; ଉଦ୍ଧାର — Deliverance; liberation
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ତ୍ରୈ ଧାତୁ=ଉଦ୍ଧାର କରିବା +କର୍ମ. ତ) — ମୋକ୍ଷ — Salvation; final beatitude
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ତ୍ରୈ ଧାତୁ=ଉଦ୍ଧାର କରିବା +କର୍ମ. ତ) — ରକ୍ଷା — Protection; preservation
- ସଂ. ବି. (ପରି=ସମ୍ପୂର୍ଣ୍ଣରୂପେ+ତ୍ରୈ ଧାତୁ=ଉଦ୍ଧାର କରିବା +କର୍ମ. ତ) — ଦେହର ଲୋମ (ହି. ଶ) — The hair of the body; fur
- ସଂ. ବିଣ. ଓ ବି (ପରି+ତ୍ରୈ ଧାତୁ+କର୍ତ୍ତୃ. ଅନ) — ପରିତ୍ରାତ; ରକ୍ଷାକର୍ତ୍ତା — Protector; saver
- ସଂ. ବିଣ. ଓ ବି (ପରି+ତ୍ରୈ ଧାତୁ+କର୍ତ୍ତୃ. ଅନ) — ନୋହିଲେ ତୁ ପରିତ୍ରାଣ ନିର୍ଦ୍ଦୟ ଅତନୁ ବାଣ, ନିଃଶେଷ କଲାଟି ଦେହଲାହା— କବିସୂର୍ଯ୍ୟ. କିଶୋରୀଚମ୍ପୂ—ଞ ଗୀତ।
- ସଂ. ବିଣ. ଓ ବି (ପରି+ତ୍ରୈ ଧାତୁ+କର୍ତ୍ତୃ. ଅନ) — ମୋକ୍ଷଦାତା — Saviour
- ସଂ. ବିଣ. ଓ ବି (ପରି+ତ୍ରୈ ଧାତୁ+କର୍ତ୍ତୃ. ଅନ) — ଉଦ୍ଧାରକର୍ତ୍ତା — Deliverer