ପରିତୋଷିବା Paritoshibā

  • ଦେ. କ୍ରି. (ପଦ୍ୟ)—(ସଂ. ପରିତୋଷ) — ସନ୍ତୁଷ୍ଟ କରିବା; ପରିତୃପ୍ତ କରିବା — To satisfy; to gratify
  • ଦେ. କ୍ରି. (ପଦ୍ୟ)—(ସଂ. ପରିତୋଷ) — ଏରୂପେ କୁଟୁମ୍ବ ଯେ ପୋଷେ, ନିଜ ଉଦର ପରିତୋଷେ। ଜଗନ୍ନାଥ, ଭାଗବତ।