ପରିଚ୍ୟୁତ Parichyuta
- ସଂ. ବିଣ. (ପରି+ ଚ୍ୟୁ ଧାତୁ= ସ୍ଖଳିତ ହେବା+ କର୍ତ୍ତୃ. ତ) — ବିଚ୍ୟୁତ; ସ୍ଖଳିତ; ଭ୍ରଷ୍ଟ — Fallen off; slipped off
- ସଂ. ବିଣ. (ପରି+ ଚ୍ୟୁ ଧାତୁ= ସ୍ଖଳିତ ହେବା+ କର୍ତ୍ତୃ. ତ) — ପତିତ — Fallen down
- ସଂ. ବିଣ. (ପରି+ ଚ୍ୟୁ ଧାତୁ= ସ୍ଖଳିତ ହେବା+ କର୍ତ୍ତୃ. ତ) — ଜାତିରୁ ବା ପଂକ୍ତିରୁ ବହିଷ୍କୃତ — Excommunicated; expelled from caste or society