ପରିଚାୟକ Parichāyaka

  • ସଂ. ବିଣ. ପୁଂ. (ପରି+ଚି ଧାତୁ= ଏକତ୍ର କରିବା+କର୍ତ୍ତୃ. ଅକ) — କୌଣସି ବ୍ୟକ୍ତିକୁ ଅନ୍ୟ କୌଣସି ବ୍ୟକ୍ତି ସଙ୍ଗେ ଯେ ପରିଚୟ କରାଇଦିଏ — Introducing a person to another
  • ସଂ. ବିଣ. ପୁଂ. (ପରି+ଚି ଧାତୁ= ଏକତ୍ର କରିବା+କର୍ତ୍ତୃ. ଅକ) — ଯେ ଚିହ୍ନାଇ ଦିଏ — Making known
  • ସଂ. ବିଣ. ପୁଂ. (ପରି+ଚି ଧାତୁ= ଏକତ୍ର କରିବା+କର୍ତ୍ତୃ. ଅକ) — ଜ୍ଞାପକ — Intimating
  • ସଂ. ବିଣ. ପୁଂ. (ପରି+ଚି ଧାତୁ= ଏକତ୍ର କରିବା+କର୍ତ୍ତୃ. ଅକ) — ପ୍ରଦର୍ଶକ — Showing
  • ସଂ. ବିଣ. ପୁଂ. (ପରି+ଚି ଧାତୁ= ଏକତ୍ର କରିବା+କର୍ତ୍ତୃ. ଅକ) — ସୂଚକ — Indicating