ପରିଚାଳକ Parichāḻaka

  • ସଂ. ବି. ପୁଂ (ପରି+ ଚଳ୍ ଧାତୁ ଣିଚ+ କର୍ତ୍ତୃ. ଅକ) — ନେତା — Leader
  • ସଂ. ବି. ପୁଂ (ପରି+ ଚଳ୍ ଧାତୁ ଣିଚ+ କର୍ତ୍ତୃ. ଅକ) — ତନଖିବା ବ୍ୟକ୍ତି — Superintendent
  • ସଂ. ବି. ପୁଂ (ପରି+ ଚଳ୍ ଧାତୁ ଣିଚ+ କର୍ତ୍ତୃ. ଅକ) — ଅଧ୍ୟକ୍ଷ — Head
  • ସଂ. ବି. ପୁଂ (ପରି+ ଚଳ୍ ଧାତୁ ଣିଚ+ କର୍ତ୍ତୃ. ଅକ) — ଯେ ଗାଡ଼ି ଆଦିକୁ ଚଳାଏ — Conductor; driver
  • ସଂ. ବିଣ — ପରିଚାଳନକାରୀ — Guiding; leading
  • ସଂ. ବି.—(ବିଜ୍ଞାନ ପରିଭାଷା) — ଯାହା ଏକ ପରମାଣୁରୁ ଅନ୍ୟ ପରମାଣୁକୁ ତାପାଦି ଚଳାଏ — Conductor (of beat or light or electricity.)