ପରିଚାର୍ୟ୍ୟ Parichārj̄ya

  • ସଂ. ବିଣ. ପୁଂ. (ପରି+ଚର୍ ଧାତୁ+କର୍ମ. ଯ) — ପରିଚର୍ଯ୍ୟା ପାଇବା ଯୋଗ୍ୟ; ସେବ୍ୟ — Deserving to be tended or looked after