ପରିଚର୍ଯ୍ୟା Paricharj̄yā
- ସଂ. ବି. (ପରି+ଚର ଧାତୁ= ସେବା କରିବା ଇତ୍ୟାଦି+ ଭାବ. ଯ+ସ୍ତ୍ରୀ. ଆ) — ସେବା; ଭୃତ୍ୟପଣ — Personal service; attendance
- ସଂ. ବି. (ପରି+ଚର ଧାତୁ= ସେବା କରିବା ଇତ୍ୟାଦି+ ଭାବ. ଯ+ସ୍ତ୍ରୀ. ଆ) — ଶୁଶ୍ରୂଷା — Tending
- ସଂ. ବି. (ପରି+ଚର ଧାତୁ= ସେବା କରିବା ଇତ୍ୟାଦି+ ଭାବ. ଯ+ସ୍ତ୍ରୀ. ଆ) — ସତ୍କାର; ପୂଜା — Worship; adoration
- ସଂ. ବି. (ପରି+ଚର ଧାତୁ= ସେବା କରିବା ଇତ୍ୟାଦି+ ଭାବ. ଯ+ସ୍ତ୍ରୀ. ଆ) — ଉପାସନା — Prayer
- ସଂ. ବି. (ପରି+ଚର ଧାତୁ= ସେବା କରିବା ଇତ୍ୟାଦି+ ଭାବ. ଯ+ସ୍ତ୍ରୀ. ଆ) — ପ୍ରଦକ୍ଷିଣ — Circumambulation