ପରିଗ୍ରହ Parigraha
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ସ୍ୱୀକାର — Admission
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ଦାନ ଗ୍ରହଣ — Acceptance of a gift
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ସଂସର୍ଗ — Intercourse; association
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ଅର୍ଜନ; ପ୍ରାପ୍ତି — Acquisition; attainment
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ଦଖଲ ନେବା; ଆୟତ୍ତୀକରଣ — Taking possession
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ଧାରଣା — Retention; conception
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ସୂର୍ଯ୍ୟ ଗ୍ରହଣ — Solar eclipse
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ଦଖଲ; ଅଧିକାର — Authority; dominion; control
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ସମ୍ପତ୍ତି — Property
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ପିନ୍ଧିବା; ପରିଧାନ — Putting on
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ବିବାହ; ଦାରପରିଗ୍ରହ — Marrying; marriage; taking of a wife
- ସଂ. ବି (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା ଇତ୍ୟାଦି+ ଭାବ. ଅ) — ଅନୁଗ୍ରହ — Grace; favour. (M.W.)