ପରିଗ୍ରହ ଦ୍ୱିତୀୟ Parigraha dwitīya

  • ସଂ. ବିଣ. ପୁଂ. (ବହୁବ୍ରୀହି, ପରିଗ୍ରହ+ଦ୍ୱିତୀୟ) — ସସ୍ତ୍ରୀକ; ଯାହା ସଙ୍ଗେ ଭାର୍ଯ୍ୟା ଅଛନ୍ତି — Accompanied by one's wife
  • ସଂ. ବିଣ. ପୁଂ. (ବହୁବ୍ରୀହି, ପରିଗ୍ରହ+ଦ୍ୱିତୀୟ) — ସପରିବାର — Accompanied by one's family