ପରିଗୃହ୍ୟ Parigṛuhya
- ସଂ. ବିଣ. (ପରି= ସର୍ବତୋଭାବରେ+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଯ) — ଗ୍ରହଣ ଯୋଗ୍ୟ; ପରିଗୃହୀତ ହେବାର ଯୋଗ୍ୟ — Acceptable; admissible
- ସଂ. ବିଣ. (ପରି= ସର୍ବତୋଭାବରେ+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଯ) — ସ୍ୱୀକାର୍ଯ୍ୟ — Agreeable
- ସଂ. ବିଣ. (ପରି= ସର୍ବତୋଭାବରେ+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଯ) — ପ୍ରାପ୍ୟ — Obtainable
- ସଂ. ବିଣ. (ପରି= ସର୍ବତୋଭାବରେ+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ଯ) — ମଞ୍ଜୁର କରାଯିବାର ଯୋଗ୍ୟ — Fit to be granted