ପରିଗୃହୀତ Parigṛuhita

  • ସଂ. ବିଣ. (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ) — ଅଙ୍ଗୀକୃତ; ସ୍ୱୀକୃତ — Agreed to; accepted; admitted
  • ସଂ. ବିଣ. (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ) — ମଞ୍ଜୁର କରାଯାଇଥିବା — Granted; sanctioned
  • ସଂ. ବିଣ. (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ) — ବେଷ୍ଟିତ — Surrounded; enveloped; fenced
  • ସଂ. ବିଣ. (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ) — ଧୃତ — Seized; grasped
  • ସଂ. ବିଣ. (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ) — ପ୍ରାପ୍ତ — Obtained
  • ସଂ. ବିଣ. (ପରି+ଗ୍ରହ୍ ଧାତୁ=ଗ୍ରହଣ କରିବା+କର୍ମ. ତ) — ପାଳିତ (ଆଦେଶ) — Obeyed