ପରିଗୁଣ Pariguṇa

  • ଦେ. ବି. (ତୁଳ ସଂ. ପ୍ରଗମ= ପ୍ରାଥମିକ ପ୍ରକାଶ) — ଅବସ୍ଥା — State; condition; first manifestation. (M.W.)
  • ଦେ. ବି. (ତୁଳ ସଂ. ପ୍ରଗମ= ପ୍ରାଥମିକ ପ୍ରକାଶ) — ଆଭ୍ୟନ୍ତରୀଣ ଅବସ୍ଥା — Internal codition
  • ଦେ. ବି. (ତୁଳ ସଂ. ପ୍ରଗମ= ପ୍ରାଥମିକ ପ୍ରକାଶ) — ପ୍ରାରମ୍ଭିକ ସୂଚନା; ଲକ୍ଷଣ — First indication
  • ଦେ. ବି. (ତୁଳ ସଂ. ପ୍ରଗମ= ପ୍ରାଥମିକ ପ୍ରକାଶ) — ଗାଆଁ ପରିଗୁଣ, ଧୋବା ତୁଠରୁ ଦିଶେ, ବୋହୂ ପରିଗୁଣ, ନିତି ଶାଶୁ ଘଷେ । ଶାଶୁ ପରିଗୁଣ, ପାଞ୍ଚରେ ବସେ, ମାଆ ପରିଗୁଣ, ଭାତ ପରଶେ । ପୁଅ ପରିଗୁଣ, ଡାକିଲେ ଆସେ, ବନ୍ଧୁ ପରିଗୁଣ, ଦେଖିଲେ ହସେ, ଝିଅ ପରିଗୁଣ, ମାଆ ସଙ୍ଗେ ମିଶେ । ଢଗ ।