ପରିଗୁଣ୍ଠିତ Pariguṇṭhita

  • ସଂ. ବିଣ. (ପରି+ଗୁଣ୍ଠ୍ ଧାତୁ+କର୍ମ. ତ) — ଆବୃତ; ଘୋଡ଼ା ହୋଇଥିବା — Covered with (M.W.)
  • ସଂ. ବିଣ. (ପରି+ଗୁଣ୍ଠ୍ ଧାତୁ+କର୍ମ. ତ) — ଲୁକ୍କାୟିତ — Hidden