ପରିଗୁଣିତ Pariguṇita

  • ସଂ. ବି. (ପରି+ଗୁଣ୍ ଧାତୁ+କର୍ମ. ତ) — ପୁନଃ କଥିତ; ପୁନରାବର୍ତ୍ତିତ — Repeated; reiterated
  • ସଂ. ବି. (ପରି+ଗୁଣ୍ ଧାତୁ+କର୍ମ. ତ) — ସଂଖ୍ୟା ଯୋଗ କରାଯାଇ ବର୍ଦ୍ଧିତ — Augmented by addition of. (M.W.)