ପରିଗଣନା Parigaṇanā

  • ସଂ. ବି.—(ପରି=ବିଶେଷ ଭାବରେ+ଗଣ୍ ଧାତୁ= ଗଣନା କରିବା+ଭାବ ଅନ; +ଆ) — ସମ୍ପୂର୍ଣ୍ଣରୂପେ ବା ଯତ୍ନ ପୂର୍ବକ ଗଣନ — Complete or accurate enumeration