ପରିଖ୍ୟାତ Parikhyāta

  • ସଂ .ବିଣ—(ପରି=ସର୍ବତ୍ର+ଖ୍ୟାତ) — ପ୍ରଖ୍ୟାତ; ଅତି ପ୍ରସିଦ୍ଧ; ବିଖ୍ୟାତ — Celebrated; reputed
  • ସଂ .ବିଣ—(ପରି=ସର୍ବତ୍ର+ଖ୍ୟାତ) — ଅମୁକ ନାମରେ ଜ୍ଞାତ ବା ଡକା ଯାଉଥିବା — Called as; named as