ପରିଖୀକୃତ Parikhīkṛuta

  • ସଂ. ବିଣ.—(ପରିଖା ଅଭୂତ ତଦ୍ଭାବେ ଚ୍ୱି+କୃ ଧାତୁ= କରିବା+କର୍ମ. ତ;) — ଯେଉଁ ସ୍ଥାନର ଚାରି ପାଖରେ ପରିଖା ଖୋଳା ଯାଇଅଛି; ପରିଖାଦ୍ୱାରା କୃତ ବେଷ୍ଟନ — Surrounded by a moat