ପରିକ୍ଷେପ Parikshepa.

  • ସଂ. ବି. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ପରିବେଷ୍ଟନ — Surrounding
  • ସଂ. ବି. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ନିକ୍ଷେପ — Throwing
  • ସଂ. ବି. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ପରିତ୍ୟାଗ — Abandonement
  • ସଂ. ବି. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ବିକ୍ଷେପ; ବୁଣିବା — Scattering
  • ସଂ. ବି. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ଭାବ. ଅ) — ବୃତ୍ତର ପରିଧି — Circumference. (M.W.)