ପରିକ୍ଷେପକ Parikshepaka

  • ସଂ. ବିଣ. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ କର୍ତ୍ତୃ. ଅକ) — ଯେ ପରିବେଷ୍ଟନ କରେ — Surrounding; encircling
  • ସଂ. ବିଣ. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ କର୍ତ୍ତୃ. ଅକ) — ଯେ ଇତସ୍ତତଃ ବିଞ୍ଚି ଦିଏ — Scattering
  • ସଂ. ବିଣ. (ପରି+କ୍ଷିପ୍ ଧାତୁ=କ୍ଷେପଣ କରିବା+ କର୍ତ୍ତୃ. ଅକ) — ଯେ ନିକ୍ଷେପ କରେ — Throwing