ପରିକ୍ଷୀଣ Parikshīṇa

  • ସଂ. ବିଣ. (ପରି=ଅତିଶୟ+କ୍ଷୀଣ=କ୍ଷୟ ପ୍ରାପ୍ତ) — ଅତିଶୟ କ୍ଷୟପ୍ରାପ୍ତ — Much decayed
  • ସଂ. ବିଣ. (ପରି=ଅତିଶୟ+କ୍ଷୀଣ=କ୍ଷୟ ପ୍ରାପ୍ତ) — ଅତି କ୍ଷୀଣ — Excessively emaciated
  • ସଂ. ବିଣ. (ପରି=ଅତିଶୟ+କ୍ଷୀଣ=କ୍ଷୟ ପ୍ରାପ୍ତ) — ଅତି ଦୁର୍ବଳ — Very weak