ପରିକ୍ଷିତ୍ Parikshit

  • ସଂ. ବି. (ନାମ) (ପରି+କ୍ଷି ଧାତୁ=କ୍ଷୀଣ ହେବା+କର୍ତ୍ତୃ. କ୍ୱିପ୍; କିମ୍ବା କର୍ମ. ତ) — ଅଭିମନ୍ୟୁଙ୍କ ପୁତ୍ର, ଅର୍ଜୁନଙ୍କ ନାତି; ଜନମେଜୟ ରାଜାଙ୍କ ପିତା — Name of the son of Abhimanyu and father of Janamejaya
  • ସଂ. ବି. (ନାମ) (ପରି+କ୍ଷି ଧାତୁ=କ୍ଷୀଣ ହେବା+କର୍ତ୍ତୃ. କ୍ୱିପ୍; କିମ୍ବା କର୍ମ. ତ) — [ଦ୍ର—କୁଳର ଅତି କ୍ଷୀଣ ଅବସ୍ଥାରେ ଜନ୍ମ ଗ୍ରହଣ କରିଥିବାରୁ କିମ୍ବା କୁରୁ କୁଳର କ୍ଷୟ ପରେ ଜନ୍ମ ଗ୍ରହଣ କରିଥିବାରୁ ଏହାଙ୍କୁ ଏ ନାମ ଦିଆ ଯାଇଥିଲା। ପାଣ୍ଡବମାନେ ଏହାଙ୍କୁ ଶୈଶବରେ ରାଜ୍ୟ— ଭାର ଦେଇ ମହାପ୍ରସ୍ଥାନ କରିଥିଲେ। ଜଣେ ମୁନିଙ୍କ ଶାପରେ ଏହାଙ୍କୁ ତକ୍ଷକ ଦଂଶିବାରୁ ଏ ମୁମୂର୍ଷୁ ଅବସ୍ଥାରେ ଶୁକ ମୁନିଙ୍କଠାରୁ ଭାଗବତ ଆଦି ପୁରାଣ ଶୁଣିଥିଲେ। କୁରୁଙ୍କର ଏକ ପୁତ୍ରଙ୍କ ନାମ ମଧ୍ୟ ପରିକ୍ଷିତ ଥିଲା। ଆଉ ଜଣେ ଜନମେଜୟଙ୍କ ଭା ତାଙ୍କ ନାମ ମଧ୍ୟ ପରିକ୍ଷିତ ଥିଲା। ଅଯୋଧ୍ୟାର ଜଣେ ରାଜାଙ୍କ ନାମ ମଧ୍ୟ ପରିକ୍ଷିତ ଥିଲା।(M.W.)]
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males