ପରିକ୍ଷତ Parikshata
- ସଂ. ବିଣ. (ପରି=ସର୍ବାଙ୍ଗରେ+କ୍ଷତ=କ୍ଷୟ ପ୍ରାପ୍ତ) — ବିନଷ୍ଟ — Ruined
- ସଂ. ବିଣ. (ପରି=ସର୍ବାଙ୍ଗରେ+କ୍ଷତ=କ୍ଷୟ ପ୍ରାପ୍ତ) — ଅତ୍ୟନ୍ତ ଆହତ — Much hurt
- ସଂ. ବିଣ. (ପରି=ସର୍ବାଙ୍ଗରେ+କ୍ଷତ=କ୍ଷୟ ପ୍ରାପ୍ତ) — ସର୍ବାଙ୍ଗରେ କ୍ଷତ; କ୍ଷତବିକ୍ଷତ — Wounded in all the limbs