ପରିକ୍ଳିଷ୍ଟ Parikḻishṭa
- ସଂ. ବିଣ. (ପରି=ଅତିଶୟ+କ୍ଳିଶ୍ ଧାତୁ= କ୍ଳେଶ ପାଇବା +କର୍ତ୍ତୃ. ତ) — ଅତିଶୟ କ୍ଳେଶପ୍ରାପ୍ତ — Much troubled
- ସଂ. ବିଣ. (ପରି=ଅତିଶୟ+କ୍ଳିଶ୍ ଧାତୁ= କ୍ଳେଶ ପାଇବା +କର୍ତ୍ତୃ. ତ) — ଉତ୍ତ୍ୟକ୍ତ — Harassed
- ସଂ. ବିଣ. (ପରି=ଅତିଶୟ+କ୍ଳିଶ୍ ଧାତୁ= କ୍ଳେଶ ପାଇବା +କର୍ତ୍ତୃ. ତ) — ବିନଷ୍ଟ — Ruined